ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (25 ମଈ ରୁ 31 ମଈ)

ମଈ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 25 ମଈ ରୁ 31 ମଈ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ପଢ଼ନ୍ତୁ ମୂଳାଙ୍କ ଅନୁଯାୟୀ ।

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ (25 ମଈ ରୁ 31 ମଈ, 2025)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ନିଜର କାର୍ଯ୍ୟ ପ୍ରତି ଅଧିକ ସଚେତନ ରୁହନ୍ତି। ଏହି ଲୋକଙ୍କର ଦୃଷ୍ଟିକୋଣ ଅଧିକ ଗତିଶୀଳ ହୋଇପାରେ।

ପ୍ରେମ ଜୀବନ: ଏହି ସମୟରେ ଆପଣ ନିଜର ଜୀବନସାଥୀ ସହିତ ଟିକେ ମୁଡି ହୋଇ ପାରନ୍ତି ଯାହା ଫଳରେ ଆପଣ ତାଙ୍କ ସହିତ ସମ୍ପର୍କରେ ଆଗକୁ ବଢ଼ିବେ ନାହିଁ। ଅହଂକାର ଯୋଗୁଁ ଉତ୍ପନ୍ନ ହେଉଥିବା ସମସ୍ଯା ଯୋଗୁଁ ଆପଣଙ୍କୁ ଅସୁବିଧା ହୋଇପାରେ।

ଶିକ୍ଷା: ଏହି ସପ୍ତାହରେ ଛାତ୍ରଙ୍କର ଧ୍ୟାନ ପଢ଼ାରେ ଲାଗିବ ନାହିଁ। ସେ ନିଜର ପଢ଼ା ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ଅସଫଳ ରହିବେ। ଏହି ସମୟରେ ଆପଣଙ୍କର ଏକାଗ୍ରତାରେ ହ୍ରାସ ଘଟିବ।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ଏହି ସପ୍ତାହରେ ସନ୍ତୋଷଜନକ ପରିଣାମ ନ ମିଳିପାରେ। କାମ ମାମଲାରେ ଉଚ୍ଚ ପରିଣାମ ପ୍ରାପ୍ତ କରିବାରେ ଅସଫଳ ହେବା ଯୋଗୁଁ ଏପରି ହୋଇପାରେ। ବ୍ୟବସାୟୀଙ୍କ ହାତରୁ ଅଧିକ ଲାବ ଖସି ଯାଇପାରେ।

ସ୍ବାସ୍ଥ୍ୟ: ଏହି ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ନାହିଁ କାରଣ ଆପଣ ବହୁତ ଅଧିକ ଚାପରେ ରହିବେ। ଏହା ଦ୍ବାରା ଆପଣଙ୍କୁ ଆହୁତ ଭଲ ପରିଣାମ ମିଳିବ ନାହିଁ।

ଉପାୟ: ଶନିବାର ଦିନ ଶନି ଦେବଙ୍କ ପାଇଁ ଯଜ୍ଞ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ଏହି ସପ୍ତାହରେ ମୂଳାଙ୍କ 2ର ଲୋକଙ୍କ ମନରେ ଅସୁରକ୍ଷା ଭାବନା ଅଧିକ ରହିବ। ସମ୍ଭାବନା ଅଛି ଯେ ଆପଣଙ୍କୁ ଏହି ସପ୍ତାହରେ ଅଧିକ ଯାତ୍ରା କରିବାର ସୁଯୋଗ ମିଳିବ। ଏହା ବ୍ଯତୀତ ଆପଣଙ୍କର ଲାମ୍ବା ଯାତ୍ରାରେ ଯିବାରେ ଅଧିକ ରୁଚି ରହିବ।

ପ୍ରେମ ଜୀବନ: ଆପଣଙ୍କ ଭିତରେ ଅଧିକ ଅହଂକାର ଯୋଗୁଁ ଆପଣ ନିଜର ପାର୍ଟନର ସହିତ ସମ୍ପର୍କରେ ଆଗକୁ ବଢ଼ିବେ। ଆପଣଙ୍କୁ ଏଥିରୁ ବଞ୍ଚିବାକୁ ପରାମର୍ଶ ଦିଆଯାଇଛି।

ଶିକ୍ଷା: ଏହି ସପ୍ତାହରେ ଆପଣଙ୍କୁ ପଢ଼ାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ବର୍ତ୍ତମାନ ଆପଣଙ୍କୁ ଉଚ୍ଚ ଶିକ୍ୟ ଓ ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେବା ଉଚିତ।

ବୃତ୍ତିଗତ ଜୀବନ: ଏହି ସମୟରେ, ଚାକିରି କରୁଥିବା ଲୋକମାନେ ସେମାନଙ୍କ ଆଶା ଅନୁଯାୟୀ ନୂତନ ଚାକିରି ସୁଯୋଗ ପାଇପାରିବେ ନାହିଁ। ଏହା ବ୍ୟତୀତ, ଆପଣ ଆପଣଙ୍କର ବର୍ତ୍ତମାନର ଚାକିରିରେ ମଧ୍ୟ ଅସନ୍ତୁଷ୍ଟ ହୋଇପାରନ୍ତି। ସେହି ସମୟରେ, ବ୍ୟବସାୟୀମାନଙ୍କୁ କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ନାହିଁ କାରଣ ଆପଣଙ୍କୁ ବହୁତ ଜୋରେ ଥଣ୍ଡା କାଶ ହେବ। ସେଥିପାଇଁ ଔଷଧ ଖାଇବାକୁ ପଡ଼ିପାରେ।

ଉପାୟ: ମଙ୍ଗଳବାର ଦିନ ମା ଦୁର୍ଗାଙ୍କ ପାଇଁ ଯଜ୍ଞ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ସପ୍ତାହରେ ମୂଳାଙ୍କ 3ର ଲୋକ ଅଧିକ ଉଦାର ମାନସିକତାର ହୋଇ ପାରନ୍ତି। ଏହି ଲୋକ ପ୍ରାର୍ଥନା କରିବାରେ ଅଧିକ ସମୟ କାଟିବେ ଓ ଆଧ୍ୟାତ୍ମିକ ମାର୍ଗ ଆଡ଼କୁ ଅଗ୍ରସର କରିବେ।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ସହିତ ଅଧିକ ସନ୍ତୁଷ୍ଟ ରହି ପାରିବେ ନାହିଁ। ଆପଣ ଦୁହିଙ୍କ ମଧ୍ଯରେ ଅଧିକ ମତଭେଦ ହୋଇପାରେ।

ଶିକ୍ଷା: ଏହି ସମୟରେ ଛାତ୍ରଙ୍କର ଏକାଗ୍ରତାରେ ହ୍ରାସ ଆସିବାର ଆଶଙ୍କା ଅଛି ଯାହା ଫଳରେ ଆପଣ ପଢ଼ାରେ ଭଲ ପ୍ରଦର୍ଶନ କରିବାକୁ ଅସଫଳ ହେବେ।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ଏହି ସମୟରେ ଭଲ ପରିଣାମ ମିଳିବ ନାହିଁ ଓ ଏହି କାରଣରୁ ଆପଣ ନିଜର ଚାକିରିରେ ଅସନ୍ତୁଷ୍ଟ ରହିବେ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଶୀଘ୍ର କୌଣସି ବ୍ଯବସାୟିକ ନିଷ୍ପତି ନିଅନ୍ତୁ ନାହିଁ।।

ସ୍ବାସ୍ଥ୍ୟ: ଆପଣଙ୍କୁ ଏହି ସମୟରେ ହଜମ ଜନିତ ସମସ୍ଯା ହେବାର ଆଶଙ୍କା ଅଛି। ସନ୍ତୁଳିତ ଆହାର କମ ଖାଇବା ଯୋଗୁଁ ଏହା ହୋଇପାରେ।

ଉପାୟ: ବୃହସ୍ପତିବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି )

ମୂଳାଙ୍କ 4ର ଲୋକ ଅଧିକ ଚାଲାକ ହୋଇଥାନ୍ତି।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସହିତ ଅଧିକ ଦୂରତା ଅନୁଭବ କରିବେଯାହା ଫଳରେ ଆପଣ ଦୁହେଁ ଅଲଗା ହୋଇ ପାରନ୍ତି।

ଶିକ୍ଷା: ଏହି ସମୟରେ ଛାତ୍ର ପଢ଼ା ମାମଲାରେ ଅସନ୍ତୁଳିତ ପ୍ରଦର୍ଶନ କରିବେ। ଆପଣଙ୍କୁ ପରିଣାମ ମିଳିବ ନାହିଁ।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କ ଉପରେ କାମର ଚାପ ଅଧିକ ରହିବା ଯୋଗୁଁ ତାଙ୍କର ସମୟ ନଷ୍ଟ ହୋଇପାରେ। ଏହା ଫଳରେ ଆପଣ କାର୍ଯ୍ୟକ୍ଷେତ୍ରରେ ଖରାପ ପ୍ରଦର୍ଶନ କରିବେ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ନିଜର ବ୍ୟବସ୍ଥାକୁ ଲାଭଦାୟକ କରିବା ପାଇଁ ଆପଣଙ୍କୁ ସମୟ ଲାଗି ପାରେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ରୋଗ ପ୍ରତିରୋଧକ କ୍ଷମତାରେ ହ୍ରାସ ହେବା କାରଣରୁ ଆପଣଙ୍କୁ ଚର୍ମ ରୋଗ ହୋଇପାରେ।

ଉପାୟ: ଆପଣ ନିୟମିତ ଭାବରେ 13 ଥର ଓଁ ମହାକାଲି ନମଃ ମନ୍ତ୍ର ଜପ କରନ୍ତୁ।

ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି )

ଏହି ସପ୍ତାହରେ ମୂଳାଙ୍କ 5ର ଲୋକଙ୍କର ଟ୍ରେଡିଂ ଓ ବେଟିଂ ରେ ଅଧିକ ରୁଚି ରହିପାରେ ଏବଂ ଏଥିରୁ ଲାଭ କରିପାରିବେ।

ପ୍ରେମ ଜୀବନ: ଏହି ସମୟରେ ଆପଣ ନିଜର ଜୀବନସାଥୀ ପ୍ରତି ଅଧିକ ପ୍ରେମ ଦେଖାଇବେ ଯାହା ଫଳରେ ଆପଣ ନିଜର ପାର୍ଟନର ସହିତ ଜୀବନର ଆନନ୍ଦ ନେଇପାରିବେ ଓ ତାଙ୍କ ସହିତ ମଧୁର ସମ୍ବନ୍ଧ ରଖି ପାରିବେ।

ଶିକ୍ଷା: ଏହି ସପ୍ତାହରେ ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଏହା ସହିତ ଆପଣଙ୍କୁ ଉଚ୍ଚ ସ୍ତରର ସଫଳତା ମିଳିବାର ଯୋଗ ଅଛି। ଏହା ଦ୍ବାରା ଆପଣଙ୍କୁ ନିଜର କ୍ଷମତା ଜଣା ପଡ଼ିବ।

ବୃତ୍ତିଗତ ଜୀବନ: ଏହି ସମୟରେ ଆପଣ ନିଜର ଚାକିରିkୁ nଏଇ ଉଚ୍ଚ ସ୍ତରରେ ରହିବେ। ଆପଣଙ୍କୁ ସଫଳତା ମିଳିବାର ସଙ୍କେତ ଅଛି। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣ ନିଜର ପ୍ରତିଦ୍ଵନ୍ଦୀଙ୍କୁ କଠିନ ଟକ୍କର ଦେବା ଆଡ଼କୁ ଅଗ୍ରସର କରିବେ।

ସ୍ବାସ୍ଥ୍ୟ: ଶାରୀରିକ ସ୍ବାସ୍ଥ୍ୟ ମାମଲାରେ ଆପଣ ସୁସ୍ଥ ରହିବେ। ଏହା ଆପଣଙ୍କର ଦୃଢ଼ ସଂକଳ୍ପ ଯୋଗୁଁ ହୋଇ ପାରିବ। ଆପଣଙ୍କର ପ୍ରସନ୍ନତା ମଧ୍ୟ ଆପଣଙ୍କର ସ୍ବାସ୍ଥ୍ୟରେ ଯୋଗଦାନ ଦେବ।

ଉପାୟ: ଆପଣ ନିୟମିତ ଭାବରେ 41 ଥର ଓଁ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ଏହି ମୂଳାଙ୍କର ଲୋକଙ୍କର କଳା ଓ ସାହିତ୍ୟରେ ଅଧିକ ରୁଚି ଥାଇପାରେ। ଏହା ବ୍ୟତୀତ ଏହି ଲୋକଙ୍କୁ ଏହି ସମୟରେ ଲାମ୍ବା ଯାତ୍ରା କରିବାକୁ ଇଚ୍ଛା ଥାଇ ପାରେ। ଏହି ଲୋକ ଗୁଢ଼ ବିଦ୍ୟାରେ ଅଧିକ ପାରଙ୍ଗମ ହୋଇଥାନ୍ତି।

ପ୍ରେମ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁସାରେ ଅସୁରକ୍ଷିତ ଭାବନା ଯୋଗୁଁ ଆପଣ ଏହି ସପ୍ତାହରେ ଖୁସି ରହିବେ ନାହିଁ। ଆପଣଙ୍କୁ ଏହି ସବୁରୁ ଦୂରେଇ ରହିବାକୁ କୁହାଯାଇଛି।

ଶିକ୍ଷା: ଛାତ୍ରମାନେ ଯାହା ପଢ଼ୁଛନ୍ତି ତାହା ସେମାନେ ଧରିବାରେ କଷ୍ଟ ହେବ ସେଥିପାଇଁ ତାଙ୍କୁ ପଢ଼ିବା ସମୟରେ ସାବଧାନ ରହିବା। ଏପରି ସ୍ଥିତିରେ ସଫଳତା ପାଇବା ପାଇଁ ଅଧିକ ଫୋକସ କରିବାକୁ ପଡ଼ିବ।

ବୃତ୍ତିଗତ ଜୀବନ: ଚାକିରି କରୁଥିବା ଲୋକଙ୍କ ଉପରେ କାମର ଚାପ ବଢ଼ିପାରେ ଏବଂ ସେମାନଙ୍କର ଉଚ୍ଚାଧିକାରୀଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ମଧ୍ୟ ଅଛି। ଆପଣଙ୍କୁ ଧର୍ଯ୍ୟବାନ ହେବାକୁ ପଡ଼ିବ ଏବଂ ଆପଣଙ୍କର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଆପଣଙ୍କର ନାମ କିମ୍ବା ପରିଚୟ ସୃଷ୍ଟି କରିବାକୁ ପଡ଼ିବ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣଙ୍କୁ ଯୋଜନାବଦ୍ଧ ଭାବରେ ଆପଣଙ୍କର ବ୍ୟବସାୟିକ କାର୍ଯ୍ୟକଳାପ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ, ସଂଖ୍ୟା 6 ଥିବା ଲୋକମାନେ ଚର୍ମ ରୋଗ ହେବାର ଅଭିଯୋଗ କରିପାରନ୍ତି। ଆପଣଙ୍କୁ ଭଜା ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ପଡ଼ିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ବଜାୟ ରଖିବାକୁ ପଡ଼ିବ। ଆପଣଙ୍କ ପାଇଁ ଭଲ ମାନଦଣ୍ଡ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ।

ଉପାୟ: ଆପଣ ନିୟମିତ ଭାବରେ 33 ଥର ଓଁ ଶୁକ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ଏହି ମୂଳାଙ୍କର ଲୋକ ଅଧିକ ଅଭାବ ଓ ସନ୍ତୋଷ ପାଇଁ ପବିତ୍ର ସ୍ଥଳର ଯାତ୍ରା କରି ପାରନ୍ତି। ଏହି ସମୟରେ ଲୋକ ଆଧ୍ୟାତ୍ମିକ ପ୍ରଗତି ଓ ଆନ୍ତରିକ ଶାନ୍ତିର ସନ୍ଧାନରେ ରହି ପାରନ୍ତି।

ପ୍ରେମ ଜୀବନ: ଅଙ୍କ ସାପ୍ତାହିକ ରାଶିଫଳ ଅନୁସାରେ, ଏହି ସପ୍ତାହରେ ଆପଣଙ୍କ ପରିବାରରେ ଏକ ଚାପପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇପାରେ, ତେଣୁ ଆପଣଙ୍କୁ ଆପଣଙ୍କ ସାଥୀଙ୍କ ସହିତ ଧର୍ଯ୍ୟ ରଖିବାକୁ ପଡ଼ିବ ଏବଂ ଆପଣ ଏହାକୁ ଏଡ଼ାଇବା ଉଚିତ।

ଶିକ୍ଷା: ଏହି ସପ୍ତାହରେ, ଯୋଜନା ଏବଂ ସମୟସାରଣୀ ଅଭାବରୁ ଛାତ୍ରମାନେ ପଛରେ ପଡ଼ିପାରନ୍ତି, ତେଣୁ ଆପଣଙ୍କୁ ଅଧ୍ୟୟନ ପାଇଁ ଅଧିକ ସମୟ ଦେବା ଆବଶ୍ୟକ।

ବୃତ୍ତିଗତ ଜୀବନ: ଚାକିରି କରୁଥିବା ଲୋକମାନେ ସେମାନଙ୍କର ଅବହେଳା ଯୋଗୁଁ କର୍ମକ୍ଷେତ୍ରରେ ନିଜର ନାମ ଏବଂ ପ୍ରତିଷ୍ଠା ହରାଇ ପାରନ୍ତି। ଏହି କାରଣରୁ, ଆପଣଙ୍କ କାମରେ ଅନେକ ଭୁଲ ହେବାର ସମ୍ଭାବନା ରହିଛି। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣଙ୍କୁ ଆପଣଙ୍କ ବ୍ୟବସାୟିକ ସହଯୋଗୀଙ୍କ ସହ ସମ୍ପର୍କ ପ୍ରତି ସତର୍କ ରହିବା ଉଚିତ କାରଣ ସେମାନେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ ନାହିଁ କାରଣ ଆପଣ ସନବର୍ଣ୍ଣ ଏବଂ ଫୁଲା ଭୋଗିପାରନ୍ତି। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏହା ହୋଇପାରେ।

ଉପାୟ: ଆପଣ ନିୟମିତ ଭାବରେ 43 ଥର ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ନିଜର କାର୍ଯ୍ୟ ପ୍ରତି ଅଧିକ ସମର୍ପିତ ହୋଇ ପାରନ୍ତି ଓ ନିଜର କାମକୁ ନେଇ ଗମ୍ଭୀର ହୋଇ ପାରନ୍ତି। ଏହି ଲୋକ ଏହି ସପ୍ତାହରେ ନିଜର କାର୍ଯ୍ୟକୁ ଏକ ସିଡିଉଲ ହିସାବରେ କାମ କରିବାକୁ ଚେଷ୍ଟା କରିବେ ଓ ତାଙ୍କର ସମ୍ପୂର୍ଣ ଧ୍ୟାନ ତାହା ଉପରେ କେନ୍ଦ୍ରିତ ରହି ପାରନ୍ତି।

ପ୍ରେମ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁସାରେ, ଆପଣଙ୍କ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ସମ୍ପର୍କରେ ମଧୁରତା ହ୍ରାସ ପାଇପାରେ। ଆପଣଙ୍କ ବ୍ୟବହାରରେ ଆପଣଙ୍କ ସାଥୀଙ୍କୁ ଖୁସି ରଖିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ। ଆପଣଙ୍କୁ ଅଧିକ ଧର୍ଯ୍ୟ ରଖିବାକୁ ପଡ଼ିବ।

ଶିକ୍ଷା: ଏହି ସପ୍ତାହରେ, ଛାତ୍ରମାନଙ୍କ ପକ୍ଷରୁ ଯୋଜନାର ଅଭାବ ହେତୁ, ସେମାନଙ୍କର ପାଠପଢ଼ା ପ୍ରତି ଆଗ୍ରହ ହ୍ରାସ ପାଇପାରେ। ଏହା ବ୍ୟତୀତ ଆପଣଙ୍କୁ ଏହି ସମୟରେ କୌଣସି ବଡ଼ ନିଷ୍ପତି ନେବା ଉଚିତ ନୁହେଁ।

ବୃତ୍ତିଗତ ଜୀବନ: ଏହି ସମୟରେ ଚାକିରୀ କରିଥିବା ଲୋକଙ୍କୁ ଅତିରିକ୍ତ କାମ ଦିଆଯାଇ ପାରେ ଯାହା ଆପଣଙ୍କୁ କ୍ଲାନ୍ତ କରିପାରେ ଓ ଆପଣ କାମକୁ ଠିକ ସମୟରେ ପୂରଣ କରିବାକୁ ସକ୍ଷମ ହେବେ ନାହିଁ। ବ୍ୟବସାୟୀଙ୍କ ପାଇଁ ନିଜର ପ୍ରତିଦ୍ବନ୍ଦୀଙ୍କ ସହିତ ମୁକାବିଲା କରିବା କଷ୍ଟକର ହେବ।

ସ୍ବାସ୍ଥ୍ୟ: ଆପଣଙ୍କୁ ଏହି ସପ୍ତାହରେ ଚାପ ଯୋଗୁଁ ପାଦରେ ଦରଜ ହୋଇପାରେ। ଏହି କାରଣରୁ ଆପଣ ଚିନ୍ତାରେ ରହି ପାରନ୍ତି। ଆପଣଙ୍କୁ ନିଜର ଧ୍ୟାନ ରଖିବା ଓ ବ୍ୟାୟାମ କରିବା ଉଚିତ।

ଉପାୟ: ଆପଣ ପ୍ରତିଦିନ ଓଁ ହନୁମତେ ନମଃ ମନ୍ତ୍ର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9ର ଲୋକ ସମୟକୁ ନେଇ ବହୁତ ଅଧିକ ସଚେତନ ରହି ପାରନ୍ତି ଓ ଜିନିଷକୁ ଭଲ କରିବା ପାଇଁ ଏହି ଦୃଷ୍ଟିକୋଣ ରଖି ପାରିବେ। ଏହି ଲୋକଙ୍କର ପ୍ରବନ୍ଧନ ଭଲ ହୁଏ ଯାହା ଦ୍ୱାରା ତାଙ୍କୁ ନୂଆ ଉଚ୍ଚତା ଛୁଇଁବାକୁ ସାହାଯ୍ୟ ମିଳେ।

ପ୍ରେମ ଜୀବନ: ଅଙ୍କ ଜ୍ୟୋତିଷ ସାପ୍ତାହିକ ରାଶିଫଳ ଅନୁସାରେ ଆପଣଙ୍କର ପାର୍ଟନର ପ୍ରତି ସଚ୍ଚୋଟ ରହିବା ଯୋଗୁଁ ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ସହିତ ସମ୍ପର୍କରେ ଖୁସି ରହିବେ। ଏହା ଦ୍ୱାରା ଆପଣଙ୍କର ସମ୍ପର୍କ ଦୃଢ଼ ହେବ।

ଶିକ୍ଷା: ଆପଣ ବିଶେଷ ଭାବରେ ପ୍ରଫେସନାଲ ପଢ଼ା ଯେପରି ଇଲେକ୍ଟ୍ରିକାଲ ଇଂଜିନିଇଅରିଂ ଓ କେମିକାଲ ଇଂଜିନିଇଅରିଂ ଇତ୍ୟାଦି ରେ ଭଲ ପ୍ରଦର୍ଶନ କରିବେ । ଏହା ପ୍ରତି ଆପଣଙ୍କର ଦୃଷ୍ଟିକୋଣ ତାର୍କିକ ହୋଇପାରେ । ବୃତ୍ତିଗତ ଜୀବନ: ଚାକିରୀ କରିଥିବା ଲୋକ ନିଜର କାମରେ ତର୍କର ବ୍ୟବହାର କରିବାକୁ ସଫଳ ହେବେ।ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣ ଭଲ ଭାବରେ ସବୁ ବ୍ୟବସ୍ଥା କରିପାରିବେ ଓ ଆପଣଙ୍କର ଲାଭ ବଢ଼ିବ।

ସ୍ବାସ୍ଥ୍ୟ: ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଏହି ସପ୍ତାହରେ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ଭଲ ରହିବ ଓ ଆପଣ ଉତ୍ସାହରେ ଭରପୁର ରହିବେ।

ଉପାୟ: ଆପଣ ନିୟମିତ ଭାବରେ 27 ଥର ଓଁ ରାହବେ ନମଃ ମନ୍ତ୍ର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ପ୍ରତି ସପ୍ତାହରେ ପରିବର୍ତ୍ତନ ହୁଏ କି?

ହଁ, ଗ୍ରହମାନଙ୍କର ଗତି ଏବଂ ଶକ୍ତିରେ ପରିବର୍ତ୍ତନ ଯୋଗୁଁ ସାପ୍ତାହିକ ରାଶିଫଳ ପରିବର୍ତ୍ତନ ହୁଏ।

2. ଦୁଇଜଣ ବ୍ୟକ୍ତିଙ୍କର ମୂଳ ସଂଖ୍ୟା ସମାନ ହୋଇପାରେ କି?

ହଁ, ସମାନ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ମୂଳ ସଂଖ୍ୟା ସମାନ।

3. ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳରେ ମଧ୍ୟ ପ୍ରତିକାର ଦିଆଯାଇଛି କି?

ହଁ, ଆପଣଙ୍କ ଜନ୍ମ ସଂଖ୍ୟା ଆଧାରରେ ପ୍ରତିକାର ଦିଆଯାଇଛି।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer